ପାଞ୍ଚ ବର୍ଷରେ ଖୋଳାଯିବ ଏକ ଲକ୍ଷ ନୂଆ ନଳକୂପ

ଆସନ୍ତା ପାଞ୍ଚ ବର୍ଷରେ 4198 କୋଟି ଟଙ୍କା ଖର୍ଚ୍ଚରେ ରାଜ୍ୟରେ ଏକ ଲକ୍ଷ ନୂଆ ନଳକୂପ ଖୋଳାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes