ପାଞ୍ଚ ଦଫା ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, କେନ୍ଦୁଝର ଶାଖା ପକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ-୨୦୧୩ କୁ ସଂପୂର୍ଣ୍ଣ ଉଚ୍ଛେଦ,୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ଚାକିରୀ ଅବଧି ଭାବେ ଗଣନା , ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ସର୍ବନିମ୍ନ ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ସମ୍ବଳିତ ୫ ଦଫା ଦାବି ପୂରଣ ପାଇଁ ଦସ୍ତଖତ ଅଭିଯାନ କେନ୍ଦୁଝର ଷ୍ଟାଡିୟମ ଠାରେ ଆରମ୍ଭ ହୋଇଛି।

ଦାବି ପୂରଣ ନହେଲେ ଆଗାମୀ ଦିନରେ କର୍ମଚାରୀ ମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମୁତାବକ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମତ ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes