ପାଚେରୀ ଓ କଂକ୍ରିଟ ଡ୍ରେନ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କର୍ଣ୍ଣପୁର ପଞ୍ଚାୟତର ବାବା କନେକେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ପାଚେରୀ ଓ ମନ୍ଦିର ଛକ ଠାରୁ ନନ୍ଦିରା ନାଳ ପର୍ଯ୍ୟନ୍ତ କଂକ୍ରିଟ ଡ୍ରେନ୍ ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି l

ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୮ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅମିୟ ପ୍ରଧାନ, କର୍ଣ୍ଣପୁର ସରପଞ୍ଚ,ସମିତି ସଭ୍ୟ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes