ପଳାଶୁଣିରେ ପ୍ରସ୍ତାବିତ ଫୁଟ ଓଭର ବ୍ରିଜ ନେଇ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱରର ପଳାଶୁଣି ଛକଠାରେ ପ୍ରସ୍ତାବିତ ଫୁଟ ଓଭର ବ୍ରିଜ ପାଇଁ ପ୍ରାଥମିକ ପର୍ଯ୍ୟାୟ କାମ ଖୁବଶୀଘ୍ର ଆରମ୍ଭ ହେବ l

ଆଜି ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗର ବିଭାଗୀୟ ଅଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀବୃନ୍ଦ ସ୍ଥାନ ପରିଦର୍ଶନ କରିଛନ୍ତି l ଏଠାରେ ହେଉଥିବା ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିବା ବିଧାୟକ ସୁଶାନ୍ତ ରାଉତ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes