ପରିବା ଦୋକାନକୁ ମାଡିଗଲା ଗାଡ଼ି ୨ ମୃତ, ୨ ଗୁରୁତର

ଗଂଜାମ ଜିଲ୍ଲା ରମ୍ଭା ଥାନା ଗୁରୁଡିଗଡ଼ ଓଭରବ୍ରିଜ୍ କଡ଼ ପରିବା ଦୋକାନକୁ ଗାଡ଼ି ମାଡିଯିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି।

ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଫେରାର ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes