ପରିବାର ସଦସ୍ୟଙ୍କୁ ବାନ୍ଧି ସବୁ ଲୁଟି ନେଲେ ଲୁଟେରା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥପଡ଼ାରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ନଗଦ ୬ ଲକ୍ଷ ଟଙ୍କା ଓ କିଛି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes