ପରିତ୍ୟକ୍ତ କୂଅ ଭିତରେ ଭାଲୁ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଦପଲ୍ଲା ପଞ୍ଚାୟତ ଚନ୍ଦନିଆମୁଣ୍ଡା ଗ୍ରାମକୁ ପାଣି ଅନ୍ବେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ିରହିଛି ଭାଲୁ ।

ଭାଲୁଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes