ପରିଚାଳନା ସଦସ୍ୟ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଖୁଣ୍ଟବନ୍ଧ ସେବା ସମବାୟ ସମିତିର ୮ ଗୋଟି ଜୋନର ପରିଚାଳନା ସଦସ୍ୟ ପଦବୀ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes