ପରଲୋକରେ ଅବସରପ୍ରାପ୍ତ ଆଇପିଏସ୍ କେଏମ୍ ଲାଲ

୧୯୬୮ ବ୍ୟାଚ୍ ଓଡ଼ିଶା କାର୍ଡର ଅବସରପ୍ରାପ୍ତ ଆଇପିଏସ୍ କିଶୋରୀ ମୋହନ ଲାଲଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି ।

ସେ ବାଙ୍ଗାଲୋରରେ ତାଙ୍କ ଝିଅଙ୍କ ପାଖେ ରହୁଥିବା ସମୟରେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ସେ ୨୦୦୪ ରେ ଅବସର ଗ୍ରହଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes