ପରମାର ସ୍ମିଥ୍ ହେଲେ ବରଗଡ଼ ଏସ୍‌ପି

ନବରଙ୍ଗପୁର ଏସପି ଭାବେ କାର୍ଯ୍ୟକରୁଥିବା ଭାରତୀୟ ପୁଲିସ ସେବା ଅଧିକାରୀ ପରମାର ସ୍ମିଥଙ୍କୁ ଆଜି ରାଜ୍ୟ ସରକାର ବରଗଡ଼ ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes