ଆଜି ସନ୍ଧ୍ୟା ୫ରେ ବେଆଇନ ଭାବେ ପବ୍ଲିକ ସ୍ଥାନରେ ବର୍ଜ୍ୟବସ୍ତୁ ଢାଳିବା ଅଭିଯୋଗରେ ଭୁବନେଶ୍ବର ମହା ନଗର ନିଗମ ଅଧିକାରୀ ମାନେ ଏକ ଗାଡ଼ିଜବତ କରିଥିବା ସୂଚନା ମିଳିଛି।
ଲୋୟେଲା ସ୍କୁଲ ପାଖରେ ଏହି ଗାଡ଼ି ବର୍ଜ୍ୟବସ୍ତୁ ଢାଳିବା ସମୟରେ ଅଧିକାରୀ ମାନେ ଚଢ଼ାଉ କରିଥିଲେ।
Credible Local News of Odisha