ପଦ୍ମପୁର ପ୍ରଚାର କରୁଛନ୍ତି ସାଂସଦ ଅପରାଜିତା

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପଦ୍ମପର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଉଁରିଆରେ ପ୍ରଚାର କରିଛନ୍ତି।

ଏହି ସମୟରେ ସାଂସଦ ସୁରେଶ ପୂଜାରୀ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes