ପଦ୍ମପୁର ଠାରେ ଗାଡ଼ି ଯାଞ୍ଚ କଡାକଡି

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଥିବାରୁ ଆଜି ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପଦ୍ମପୁରକୁ ଯାତାୟତ କରୁଥିବା ଗାଡିଗୁଡିକର କଡାକଡି ଯାଞ୍ଚ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes