ପଦ୍ମପୁର ଓଭରବ୍ରିଜ ଉପରେ ଓଲଟିଲା କଣ୍ଟେନର, ୩ ଆହତ

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଦ୍ମପୁର ମାର୍କେଟ ନିକଟରେ ଏକ (ଜେଏଚ୦୫ସିଡବ୍ଲୁ/୭୩୦୪) କଣ୍ଟେନର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି।

ପଳାଶପଙ୍ଗା ପଟୁ କେନ୍ଦୁଝର ଆଡ଼କୁ ଆସୁଥିଲେ। ଫଳରେ ଚାଳକ ସମେତ ଅନ୍ୟ ଦୁଇଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଫଳରେ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes