ପଦ୍ମପୁରରେ ୩ ଜଣଙ୍କ ଘରେ ଆୟକର ବିଭାଗର ରେଡ୍

ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ପଦ୍ମପୁର ବହିଦାର ପଡାର ମହମ୍ମଦ ସାଜିଦ୍, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲଙ୍କ ଘରେ ଚଢାଉ ଚାଲିଛି। 

ଘଟଣାସ୍ଥଳରେ ସଶସ୍ତ୍ର ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes