ପଦ୍ମପୁରରେ ୧୧ଟା ସୁଦ୍ଧା ୨୯.୭୩% ମତଦାନ

ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୯.୭୩% ମତଦାନ ହୋଇଥିବା ନେଇ ସିଇଓ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes