ପଦ୍ମପୁରରେ ବର୍ଷା ସିଂ ବରିହା ବିଜେଡ଼ି ପ୍ରାର୍ଥୀ

ବଟାଗ ଜିଲ୍ଲା ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବର୍ଷାରାଣୀ ସିଂ ବରିହା ବିଜେଡ଼ିର ପ୍ରାର୍ଥୀ ହେବେ ବୋଲି ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି l
ବର୍ଷା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes