ପଥର ମାଫିଆଙ୍କ ଆକ୍ରମଣରେ ଆରଆଇ ଲହୁଲୁହାଣ

ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅନ୍ତର୍ଗତ ବାଘମରା ଗ୍ରାମକୁ ଆଜି ସ୍ଥାନୀୟ ସଜନାଗଡ଼ ଆରଆଇ ସନ୍ତୋଷ କୁମାର ବେଆଇନ ପଥର ଖନନ ଓ ବ୍ଲାଷ୍ଟିଙ୍ଗ ବାବଦରେ ତଦନ୍ତ କରିବାକୁ ଯାଇଥିବା ବେଳେ ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes