ପଣ୍ଡରାଣୀ ଶ୍ରୀ ଶ୍ରୀ ଅଭିରାମ ଆଶ୍ରମ ଠାରେ ଚନ୍ଦନ ଯାତ୍ରା ପାଳିତ

ବଲାଙ୍ଗୀର ଜିଲ୍ଲା ପଣ୍ଡରାଣୀ ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଅଭିରାମ ଆଶ୍ରମ ଠାରେ ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ଚନ୍ଦନ ଯାତ୍ରା ପାଳିତ ହୋଇଛି ।

ବାବାଜୀ କରୁଣାକର ଦାସ ମହାରାଜଙ୍କ ତତ୍ତ୍ଵlବଧାନର ଅନୁଷ୍ଠିତ ପର୍ବରେ ଭଜନ, ଆଳତି ସହ ଚାପରେ ଠାକୁର ଓ ରାଧା କୃଷ୍ଣ ଙ୍କ ମଦନ ମୋହନ ବିଜେ ସହ ଚନ୍ଦନ ଯାତ୍ରା ପାଳିତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes