ପଞ୍ଚାୟତ କାର୍ଯ୍ୟାଳୟ ଗ୍ରିଲ୍ ପଡି ୩ ନାବାଳକ ଗୁରୁତର

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଝିରିଡି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି।

ଗୁରୁତର ୩ ନାବାଳକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପଞ୍ଚାୟତ କାର୍ଯ୍ୟାଳୟରେ ଖେଳୁଥିବା ବେଳେ ଗ୍ରିଲ୍ ଖସିପଡିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes