ପଞ୍ଚାୟତରେ ଉନ୍ନତିକରଣ କାର୍ଯ୍ୟ ନେଇ ଆଲୋଚନା

ରେମୁଣା ନିର୍ବାଚନ ମଣ୍ଡଳୀର ମଙ୍ଗଳପୁର ପଞ୍ଚାୟତ ଗସ୍ତ କରି ଆଜି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା , ବିଡ଼ିଓ ଛବିରାଣୀ ସାହୁ ଓ ଅନ୍ୟାନ୍ୟ ନେତୃବୃନ୍ଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes