ନୟାଗଡ଼ ଜିଲ୍ଲାପାଳ ହେଲେ ରବୀନ୍ଦ୍ର ନାଥ ସାହୁ

ଆଜି ରାଜ୍ୟ ସରକାର କରିଥିବା ଅଦଳବଦଳ ଅନୁସାରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ତଥା 2009 ବ୍ୟାଚର ଆଇଏଏସ ରବୀନ୍ଦ୍ର ନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes