ନୋଟିସ ସତ୍ତ୍ୱେ ଓକିଲ ସଂଘର କୋର୍ଟ ବର୍ଜନ ଆନ୍ଦୋଳନ ଜାରି

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର କଚେରି ଛକରେ କୋର୍ଟ ବର୍ଜନ ଆନ୍ଦୋଳନ ହେଉଛି ।

ଆନ୍ଦୋଳନରୁ ଓହରିବାକୁ ରାଜ୍ୟ ବାର୍ କାଉନସିଲ୍ ନୋଟିସ ଦେଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes