ନେପାଳ ବିମାନ ଦୁର୍ଘଟଣାରେ ଚାରି ଓଡ଼ିଆ ନିଖୋଜ

ନେପାଳରେ ଆଜି ହୋଇଥିବା ଏକ ବିମାନ ଦୁର୍ଘଟଣାରେ ନିଖୋଜ ଥିବା ଯାତ୍ରୀଙ୍କ ମଧ୍ୟରେ ଚାରି ଜଣ ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡିଛି l

ସେମାନେ ଜୟଦେବ ବିହାର ଅଞ୍ଚଳର ଅଶୋକ ତ୍ରିପାଠୀ,ଧନୁଶଷ ତ୍ରିପାଠୀ, ବୈଭବ ତ୍ରିପାଠୀ ଏବଂ ରୀତିକା l ସେମାନେ ସୁବର୍ଣ୍ଣପୁର ଜିଲ୍ଲାର ମୂଳ ବାସିନ୍ଦା ବୋଲି ସୂଚନା ମିଳିଛି।

ଫାଇଲ ଫଟୋ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes