ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ ଆଜି ଅପରାହ୍ନ ରେ ରାଜନୀତି ବିଜ୍ଞାନ ବିଭାଗରେ ବିଭାଗର କୋଡ଼ିନେଟର ଡ଼ଃ.ଦାଶରଥି ଭୁୟାଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସହ ପ୍ରାଧ୍ୟାପକ ସଞ୍ଜୟ ମେହେର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିରେ ୧ ମ ଓ ୨ ୟ ବର୍ଷର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।