ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଓ ଶୀତତାପ ନିୟନ୍ତ୍ରୀତ ଶବ ସଂରକ୍ଷଣ ଗୃହକୁ ଲୋକାର୍ପିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ।

ଏଥି ସହିତ ଅତ୍ୟାଧୁନିକ ପଞ୍ଜିକରଣ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ରାଜ୍ୟ ସରକାରଙ୍କ ୫ଟି ଅଧିନସ୍ଥ ଅତ୍ୟାଧୁନିକ ଟେକନୋଲୋଜି ମାଧ୍ୟମରେ ରୋଗୀଙ୍କୁ ଅଧିକ ସୁବିଧା ସୁଯୋଗ ଦେବା ବ୍ୟବସ୍ଥା ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes