ନୂତନ ମାର୍କେଟିଂ ମ୍ଯାନେଜରଙ୍କ ଯୋଗଦାନ

ସମ୍ବଲପୁର ଏଲ.ଆଇ.ସି ଡିଜିଭନର ନୂତନ ମାର୍କେଟିଂ ମ୍ଯାନେଜର ଭାବେ ଆଜି ପି.କେ.ପୃଷ୍ଟି ଯୋଗଦାନ କରିଛନ୍ତି।

ନୂତନ ସହକର୍ମୀଙ୍କୁ ଫୁଲତୋଡା ଦେଇ ଅଫିସ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes