ନୂତନ ବସ ଟର୍ମିନାଲରେ ଖୋଲିଲା ମିଶନ ଶକ୍ତି କାଫେ

ବଲାଙ୍ଗିର ସହରର ନୂତନ ବସ ଟର୍ମିନାଲରୁ ଆଜି ସମସ୍ତ ବସ ଚଳପ୍ରଚଳ ହେବ ବୋଲି ଆଗରୁ ନିଷ୍ପତ୍ତି ହୋଇଥିଲା।

ଏହି କ୍ରମରେ ଆଜି ଜିଲ୍ଲାପାଳ ଚଞ୍ଚଳ ରଣା,ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ ମିଶନ ଶକ୍ତି କାଫେର ଶୁଭାରମ୍ଭ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes