ନୂତନ ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ

ଦେବଗଡ଼ ଜ଼ିଲ୍ଲାରେ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ନୂତନ ଜ଼ିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବିଭାଗୀୟ ଅତିରିକ୍ତ ଜ଼ିଲ୍ଲାପାଳ ରେବୀକା ବିଲୁଙ୍ଗୁ, ପ୍ରକଳ୍ପ ନିର୍ଦେଶକ ଲୁକାଶ ପ୍ରଧାନ, ଉପଜ଼ିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ, ଓ ଜ଼ିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜ଼ିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ । ଦାୟିତ୍ବ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଜ଼ିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର କାର୍ଯ୍ୟବଳି ସମ୍ପର୍କରେ ଜ଼ିଲ୍ଲାସ୍ତରୀୟ ଆଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes