ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ କଳାକାର ଓ କର୍ମକର୍ତ୍ତା

କଳାହାଣ୍ଡି ଜିଲ୍ଲାପାଳ ଭାବେ ପି.ଅନ୍ନେଷା ରେଡ୍ଡୀ ଯୋଗଦେବା ପରେ ଆଜି ତାଙ୍କ ପ୍ରକୋଷ୍ଠ ରେ ମହାବୀର କଳାକାର ଅନୁଷ୍ଠାନ ଓ କର୍ମକର୍ତ୍ତା ମାନେ ସାକ୍ଷାତ କରି ଆଗାମୀ ଦିନରେ କଳା ଓ ସଂସ୍କୃତି କିପରି ବଞ୍ଚାଇ ହେବ,ତାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version