ନୂଆପଡା ଜଙ୍ଗଲରେ ମୃତ ହାତୀ ଠାବ

ଅନୁଗୁଳ ଜିଲ୍ଲା ସାତକୋଶିଆ ପମ୍ପାସର ରେଞ୍ଜର ନୂଆପଡା ଜଙ୍ଗଲରେ ଆଜି ଏକ ମୃତ ହାତୀ ଠାବ କରାଯାଇଛି l ଖବର ପାଇ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes