ନୂଆଗଡରେ 24 ଘଣ୍ଟାରେ 125.2 ମିମି ବର୍ଷା July 12, 2022 by Odisha ଗତ 24 ଘଣ୍ଟାରେ ଗଜପତି ଜିଲ୍ଲାର ନୂଆଗଡରେ 125.2 ଏବଂ ଆର ଉଦୟଗିରିରେ 120.4 ମିଲିମିଟର ବର୍ଷା ହୋଇଛି l