ନିର୍ବାଚିତ ପ୍ରତିନିଧି ପାଳନ କଲେ ପ୍ରତିଶ୍ରୁତି

ବିନିକା ବ୍ଳକ ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିଲା ଲୋକଙ୍କ ଯିବା ଆସିବା ମସ୍କିଲ ହୋଇପଡ଼ିଥିଲା ତେବେ ସେ ଯାହାବି ହେଉ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ସମିତିସଭ୍ୟା ନଳିନୀ ସାହୁ ।

ଦୀର୍ଘ ୨୦ବର୍ଷ ଆଗରୁ ନିର୍ମାଣ ଏହି କଂକ୍ରିଟ ରାସ୍ତା ମାଟିରେ ପୋତି ଅସଂଖ୍ୟ ଗର୍ତ୍ତ ସୃଷ୍ଟି କରିଥିଲା ।ଆଜିଠାରୁ ରାସ୍ତା କାମ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes