ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନକେରେଜାଙ୍ଗ ପଞ୍ଚାୟତର ନିରଞ୍ଜନ ମହାପାତ୍ର ବାପା ନେକୁରି ମହାପାତ୍ର ଜେଏସପିଏଲ କମ୍ପାନୀ ପ୍ରତିଷ୍ଠା ପାଇଁ ତିନି ଏକର ଅଧିକ ଜମି ଅଧିଗ୍ରହଣ ହୋଇଥିବା ବେଳେ କାରଖାନାର ପକ୍ଷରୁ ପରିବାରକୁ ସ୍ଥାୟୀ ନିଯୁକ୍ତି ମିଳିପାରିନାହିଁ।
ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ପରିବାର ସଦସ୍ୟ ସହ ଧାରଣା ଦେବା ପାଇଁ କହିଛନ୍ତି।