ନିତି ଆୟୋଗ ବୈଠକରେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇବେ ନବୀନ

ଆସନ୍ତାକାଲି ଦିଲ୍ଲୀରେ ନିତି ଆୟୋଗର ସପ୍ତମ ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ l
ବୈଠକରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ସହ କୃଷି ସ୍ୱାସ୍ଥ୍ୟ ବାବଦ ଅନୁଦାନ ବୃଦ୍ଧି, କୋଇଲା ରୟାଲଟି ବୃଦ୍ଧି, ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ଓ ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା ନେଇ ଦାବି ରଖିବେ ବୋଲି ଆଜି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version