ନୟାଗଡ଼ ଜିଲ୍ଲା କୁରାଳ ଗାଁରେbଟ୍ୟୁସନ ଯାଇ ୭ମ ଶ୍ରେଣୀ ଛାତ୍ର ନିଖୋଜ ଘଟଣାରେ ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ଡଗ୍ ସ୍କ୍ୱାଡ୍ ପହଞ୍ଚିଛି।
ଛାତ୍ରଙ୍କ ସାଇକେଲ ମିଳିଥିବା ସ୍ଥାନରେ ଅନୁସନ୍ଧାନ କରିଛି ଡଗ୍ ସ୍କ୍ୱାଡ୍।ଟ୍ୟୁସନରୁ ଫେରିବା ବେଳେ ଛାତ୍ରଙ୍କୁ ଅପହରଣ ଅଭିଯୋଗ ହୋଇଥିଲା।
Credible Local News of Odisha