ନିଆଁ ଲାଗି ସଂପୂର୍ଣ୍ଣ ପୋଡିଗଲା ଘର

ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ବାହାଲବୁକା ଗ୍ରାମରେ ନିଆଁ ଲାଗି ଆଜି ସୀତା ରଣାଙ୍କ ଘର ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes