ନାରୀ ଶକ୍ତି ସଂଗଠନର ଆତ୍ମ ସୁରକ୍ଷା ତାଲିମ ଶିବିର

ନାରୀ ଶକ୍ତି ସଂଗଠନର ମିଳିତ ପ୍ରୟାସ ରେ ଆଜି ଏକ ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ରେ ନାରୀ ଓ ଶିଶୁ ମାନଙ୍କୁ ଆତ୍ମ ସୁରକ୍ଷା,ଗୂଡ଼ ଟଚ ଓ ବେଡ଼ ଟଚ ବିଷୟ ରେ ମଧ୍ୟ ଶିକ୍ଷା ଦିଅl ଯାଇଥିଲା l ବଲାଙ୍ଗୀର ଡେଲି ମାର୍କେଟ ସ୍ଥିତ ବି. ଏସ ଏରୋବିକସ ଠାରେ ଏହି କାର୍ଯ୍ୟକ୍ରମ ହୋଇଛି। ଏହି ଶିବିର ୨୭ ଓ ୨୮ ଦୁଇ ଦିନ ଧରି ଚାଲିବ ବୋଲି କହିଛନ୍ତି ନାରୀ ଶକ୍ତି ସଂଗଠନର କର୍ମୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes