ନାରାୟଣପାଟଣାରୁ ମାଓବାଦୀଙ୍କ ବିପୁଳ ବିସ୍ଫୋରକ ଜବତ

କୋରାପୁଟ ଜିଲ୍ଳାର ନାରାୟଣପାଟଣାରେ ବିଏସଏଫ ଓ ଡିଭିଏଫ ଯବାନ ମାନେ କମ୍ବିଂ ସମୟରେ ମାଓବାଦୀ ମାନେ ଲୁଚାଇଥିବା 40 କିଲୋ ଜିଲେଟିନ, ଏକ ବନ୍ଧୁକ ଏବଂ ରବର ବୁଲେଟ ଇତ୍ୟାଦି ଜବତ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes