ନାରଦପୁର ବିଦେଶୀ ମଦ ଦୋକାନରୁ ବନ୍ଧୁକ ମୁନରେ ଲୁଟ୍‌

କେନ୍ଦୁଝର ଜିଲ୍ଲା ନାରଦପୁର ବିଦେଶୀ ମଦ ଦୋକାନରୁ ୧ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ୨ଟି ବାଇକରେ ଆସି ୫ ଦୁର୍ବୃତ୍ତ ଟଙ୍କା ଲୁଟ କରିଛନ୍ତି।
ଏତଲା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes