ନାବାଳିକା ବଳାତ୍କାର ମାମଲାରେ 20 ବର୍ଷ ଜେଲ

2016 ମସିହାରେ ଖନ୍ତାପଡ଼ା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ଆଜି ଅଭିଯୁକ୍ତକୁ ବାଲେଶ୍ୱର ପୋକ୍ସୋ କୋର୍ଟ 20 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes