ନାବାଳକ ମୃତ୍ୟୁ ଘଟଣାରେ ମେୟର,କମିଶନରଙ୍କୁ ଘେରିଲେ ଲୋକେ

କଟକ ବିଡାନାସୀ ବନ୍ଧ ଛକରେ ଗୁଡ଼ିି ଉଡ଼ାଇବା ବେଳେ ଡ୍ରେନରେ ପଡ଼ିି ନାବାଳକ ମୃତ୍ୟୁ ଘଟଣାରେ ଆଜି ଘଟଣାସ୍ଥଳକୁ ସିଏଏମ୍‌ସି ମେୟର, କମିଶନର ଯାଇଥିବା ବେଳେ ଘେରିଛନ୍ତ ଲୋକେ।

ପରିବାରକୁ କ୍ଷତିପୂରଣ ଦାବି ସହ ଜେଇଙ୍କ ବଦଳି ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes