ନଲ୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ସମୀକ୍ଷା ବୈଠକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲା ପ୍ଲାନିଂ ଅଫିସ ସଭାଗୃହ ଠାରେ ଆଜି ନଲ୍ଲା ବିଧାୟକ ଭୂପିନ୍ଦର ସିଂ ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ସମସ୍ୟା ତଥା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes