ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ସୁଦର୍ଶନ ଦାସ ପ୍ରେସମିଟରେ ଷଡ଼ଯନ୍ତ୍ର ଆରୋପ ଲଗାଇଛନ୍ତି।
ଏହା ଏକ ମାମୁଲି ହତ୍ୟା ନୁହେଁ, ଗଭୀର ଷଡ଼ଯନ୍ତ୍ର ରହିଛି, ଶାସନର ଟପ୍ ପୋଜିସନରେ ଥିବା ଲୋକ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି, ଘଟଣାର ଏସଆଇଟି ସ୍ତରୀୟ ତଦନ୍ତ କରାଯାଉ ବୋଲି କଂଗ୍ରେସ କହିଛି।
Credible Local News of Odisha