ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପୁଲିସ ଗୁଳିରେ ପ୍ରାଣ ହରାଇବା ଘଟଣାରେ ଆଜି ବ୍ରଜରାଜନଗର ଥାନାର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ପୁଲିସ ମୁଖ୍ୟାଳୟ ଏବଂ ଗାନ୍ଧିଛକ ଫାଣ୍ଡି ଇନ ଚାର୍ଜ ଏସଆଇ ଶଶୀଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି l
Credible Local News of Odisha