ନବ ଦାସଙ୍କ ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା ସରବାହାଲଠାରେ ଚାଲିଥିବା ନବ ଦାସଙ୍କ ସ୍ମୃତିସଭାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ନବଙ୍କ ପତ୍ନୀ, ପୁଅ, ଝିଅଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes