ନବଜାତ ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର

କେନ୍ଦୁଝର ମେଡିକାଲ୍ ପରିସରରେ ଏହି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

କେଉଁ ପରିସ୍ଥିତିରେ ନବଜାତର ମୃତଦେହ ଆସିଲା ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes