ନଦୀରେ ବୁଡିଗଲା ଜେସିବି

ବାଲେଶ୍ବର ଜିଲ୍ଲା କେଶରପୁର ବୁଢାବଳଙ୍ଗ ନଦୀରେ ପଥର କାମ ବେଳେ ବୁଡିଯାଇଥିଲା।

ଗୁରୁତର ଭାବରେ ଜେସିବି ଡ୍ରାଇଭରକୁ ଉଦ୍ଧାର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes