ନଗାଁ (ଖ)ରେ ବିଧାୟକଙ୍କ ସଭାପତିତ୍ବରେ ମନ୍ଦିର ପ୍ରତିଷ୍ଠା

ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲା ନଗାଁ(ଖ) ରେ ବୁଢ଼ା ଦେଓ ଓ ମାଁ ପାଟଣେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି।ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହଲିଂଗ ଙ୍କ ସଭାପତିତ୍ବରେ ସାଂସ୍କୃତିକ ସନ୍ଧ୍ୟାର ବିଭିନ୍ନ ଦିବସରେ ପୂର୍ବତନ ମନ୍ତ୍ରୀ କେ.ଭି.ସିଂହଦେଓ, ମନମୋହନ ପଟେଲ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

କଲିକତା,ସମ୍ବଲପୁର ର ଲହରୀ ଅନୁଷ୍ଠାନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes