ନକ୍ସଲ ନାଁରେ ଦାଦାବଟି ମାଗିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଲାମୁଣ୍ଡା ଥାନା ପିତାଗୁଡା ଗାଁରୁ ଜଣକୁ ଗିରଫ କରିଛି ପୁଲିସ।
ଏହା ସହ ପୁଲିସ ଦେଶୀ ବନ୍ଧୁକ ଜବତ କରିଛି। ଅଭିଯୁକ୍ତ ଜଣକ ଜଣେ ଠିକାଦାରଙ୍କୁ ବନ୍ଧୁକ ଦେଖାଇ ନକ୍ସଲ ନାଁରେ ବଟି ମାଗିଥିବା ଅଭିଯୋଗ ହୋଇଛି।
Credible Local News of Odisha